କଟକରେ କରୋନାର ଭୟଙ୍କର ସ୍ଥିତି : ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୫୫ ଆକ୍ରାନ୍ତ

ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲ୍‌କୁ ପଠାଗଲା ମ‌ା’ ସହ ୧୦ ମାସର ଆକ୍ରାନ୍ତ ପୁଅ କଟକ : କଟକରେ କରୋନା ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି। ଆଜି ଗୋଟିଏ ଦିନରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫୫ ଜଣ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ସହିତ ଏସ୍‌ସିବି ଆଇସୋଲେସନ୍‌ରୁ ୧୧, ଆଠଗଡ଼-ତିଗିରିଆରୁ ୧୭ ଓ ଟାଙ୍ଗୀରୁ ୨ଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଚାର୍ଯ୍ୟ … Continue reading କଟକରେ କରୋନାର ଭୟଙ୍କର ସ୍ଥିତି : ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୫୫ ଆକ୍ରାନ୍ତ